ସେ ! ସେ ଏକ ବିରାଟ ପ୍ରଶ୍ନବାଚୀ । ସେ ମୁଁ ଛେପ ଆଉ କେମିତି ବନ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ ଦୁଇ ମୁନ୍ଦା ପିଇ ପଡି ରହିବାଟା ବଂଚିବା ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା ଦୁର୍ଘଟଣା ଅନ୍ୟାୟ ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଂଚିବା ତାହା ହେଲେ ହଁ! ରାତି ସେଦିନ ଘୄଣା ଭଲ ସେ ଓ ମୁଁ

Odia ସେ ବନ୍ଚିଛି!କେଜାଣି! ଭୁଲି ଗଲାଣି ସେ Stories